ରୋମାଞ୍ଚକର ମୁକାବିଲା ରେ ଶେଷ ବଲ ରେ ଜିତିଲା ବାଙ୍ଗାଲୁରୁ

130

କଟକ (ଉତ୍କଳ ନ୍ୟୁଜ) ୧୦-୦୪-୨୦୨୧ : ଚଳିତ ବର୍ଷ କରୋନା କଟକଣା ଭିତରେ ଅରମ୍ଭବ ହୋଇଯାଇଛି ବିଶ୍ୱ ର ସବୁଠାରୁ ଲୋକପ୍ରିୟ ଟୁର୍ନାମେଣ୍ଟ ଆଇପିଏଲ ୧୪ ତମ ସଂସ୍କରଣ | ପ୍ରଥମ ମ୍ୟାଚ ମୁମ୍ବାଇ ଓ ବାଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିଲା | ଏହି ମ୍ୟାଚ ରେ ବାଙ୍ଗାଲୁରୁ ୮ ୱିକେଟ ରେ ମୁମ୍ବାଇ ଇଂଡିଆନ୍ସ କୁ ପରାସ୍ତ କରିଛି | ବାଙ୍ଗାଲୋର ଏହି ବିଜୟ ମୁଖ୍ୟ ଭଉଣୀଙ୍କ ସାଜିଥିଲେ ବୋଲର ହର୍ଷେଲ ପଟେଲ ସେ ୫ ଟି ୱିକେଟ ଅକ୍ତିଆର କରିଥିଲେ | ମୁମ୍ବାଇ ପ୍ରଥମ ବ୍ୟାଟିଂ କର ୯ ୱିକେଟ ବିନମୟ ରେ ୧୬୦ ରଂ ସଂଗ୍ରହ କରିଥିଲା | ମୁମ୍ବାଇ ତରଫରୁ କ୍ରିସ ଲୀନ ସର୍ବଧିନ ୪୯ ରଂ କରିଥିଲେ | ଦ୍ୱିତୀୟ ଇନିସ ରେ ବାଙ୍ଗାଲୋର ଶେଷ ବୋଲ ରେ ବିଜୟ ଲକ୍ଷ ହାସଲ କରିଥିଲା |