ତେନ୍ଦୁଲକର ଭର୍ତି ହେଲେ ହସ୍ପିଟାଲରେ

126

କଟକ ( ଉତ୍କଳ ନୁୟଜ ) ୩-୪-୨୧ : ଶୁକ୍ରବାର ହସ୍ପିଟାଲ ରେ ଭର୍ତି ହୋଇଛନ୍ତି ଆଇକନ ସଚିନ ତେନ୍ଦୁଲକର | ୪୬ ବର୍ଷୀୟ ଏହି ପୂର୍ବତନ ଷ୍ଟାର କ୍ରିକେଟରଙ୍କ କୋଭିଡ ଟେଷ୍ଟ ମାର୍ଚ୍ଚ ୧୭ରେ ହୋଇଥିଲା ଏବଂ ଫଳାଫଳ ପଜିଟିଭ ଆସିଥିଲା | ସେହିଦିନଠାରୁ ସେ ନିଜ ବାସଭବନ ରେ ଆଇସୋଲେସନରେ ରହିଆସଥିଲେ | ଡାକ୍ତରୀ ପରାମର୍ଶ କ୍ରମେ ସତର୍କତାମୂଳକ ପାଧ୍ୟକ୍ଷପସ୍ଵରୁପ ତାଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଛି | କିଛିଦିନ ମଧ୍ୟରେ ସେ ସୁସ୍ଥ ହୋଇ ଫେରିବେ ବୋଲି ଆଶାପ୍ରକାଶ କରି କହିଛନ୍ତି ଏହି ପୂର୍ବତନ ଷ୍ଟାର ବ୍ୟାଟ୍ସମାନ |