ଭାରତ ଇତିହାସ ରେ ପ୍ରଥମ ଥର ପାଇଁ ଅସିଚାଳକ ଖେଳ ର ଅଲମ୍ପିକ ଟିକେଟ ପାଇଲେ ଭବାନୀ ଦେବୀ

116

କଟକ (ଉତ୍କଳ ନ୍ୟୁଜ)୧୫-୦୩-୨୦୨୧ : ଭାରତ ଇତିହାସ ରେ ପ୍ରଥମ ଥର ପାଇଁ ଅସିଚାଳକ ଖେଳ ରେ ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି ତାମିଲନାଡୁ ର ମହିଳା ସି ଏ ଭବାନୀ ଦେବୀ | ସେ ହଙ୍ଗେରୀ ର ବୁଦାପେଷ୍ଟ ରେ ଚାଲିଥିବା ବିଶ୍ୱକପ ରେ ଭବାନୀ ରାଉଣ୍ଡ -୬୪ ରେ ହଙ୍ଗେରୀ ର ରନ୍ଟା ନିକଟ ରୁ ୧୫-୧୦ ରେ ପରାସ୍ତ ହୋଇଥିଲେ | କିନ୍ତୁ ଅଡ଼ଜେଷ୍ଟ ଅଲମ୍ପିକ ରୀକିଙ୍ଗ ନିୟମ ଅନୁଯାୟୀ ଭାବନି ଟୋକିଓ ଅଲମ୍ପିକ ଟିକେଟ ପାଇବ ରେ ସଫଳ ହୋଇଛନ୍ତି | ସୂଚନା ଅନୁସାରେ ଭବାନୀ ଦେବୀ ବିଶ୍ୱ ମାନ୍ୟତା ରେ ୪୨ ତମ ସ୍ଥାନ ରେ ରହିଛନ୍ତି |