ଆଇସିସି ଦ୍ୱାରା ପ୍ରକାଶିତ ଟି -ଟ୍ୱେଣ୍ଟି ମାନ୍ୟତାରେ ଭାରତ ଦ୍ୱିତୀୟ ସ୍ଥାନ ରେ

114

କଟକ (ଉତ୍କଳ ନ୍ୟୁଜ) ୧୧-୦୩-୨୦୨୧ : ସଦ୍ୟ ପ୍ରକାଶିତ ଟି -ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନ କୁ ଉନ୍ନତି ହୋଇଛି | ଇଂଲଣ୍ଡ ପୂର୍ବବତା ଶୀର୍ଷ ସ୍ଥାନ ବଜାୟ ରଖିଛି | ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟି -ଟ୍ୱେଣ୍ଟି ସିରିଜ ର ଫଳାଫଳ ଭାରତ ର ଉନ୍ନତି ରେ ସହାୟକ ହୋଇଛି | ଏହି ସିରିଜ ଅଷ୍ଟ୍ରେଲିଆ ର ପରାଜୟ ପରେ ଅଷ୍ଟ୍ରେଲିଆ ର ମାନ୍ୟତା ରେ ଅବନତି ହୋଇଥିଲା ଫଳ ରେ ଭାରତ ଦ୍ୱିତୀୟ ସ୍ଥାନ କୁ ଉଠିଥିଲା |