ଆଇସିସି ଟେଷ୍ଟ ଚାମ୍ପିୟନସିପ ର ପଏଣ୍ଟ ଟେବୁଲ ରେ ଶୀର୍ଷ ରେ ଭାରତୀୟ ଦଳ

141

କଟକ (ଉତ୍କଳ ନ୍ୟୁଜ) ୨୭-୦୨-୨୦୨୧ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ରେ ଭାରତ ଦମଦାର ବିଜୟ ହାସଲ କରିଛି | ମ୍ୟାଚ ର ଦ୍ୱିତୀୟ ଦିନ ରେ ଇଂଲଣ୍ଡ କୁ ୧୦ ୱିକେଟ ରେ ପରାସ୍ତ କରି ସିରିଜ ରେ ୨-୧ ରେ ଆଗୁଆ ରହିଛି ଭାରତ | ଏହି ବିଜୟ ସହିତ ଭାରତ ଆଇସିସି ବିଶ୍ୱ ଚାମ୍ପିୟନସିପ ରେ ପଏଣ୍ଟ ଟେବୁଲ ରେ ଶୀର୍ଷ ରେ ପହଂଚିଛି ଭାରତ | କିନ୍ତୁ ବର୍ତ୍ତମାନ ସୁଦ୍ଧା ଫାଇନାଲ ରେ ପ୍ରବେଶ କରିନି ଭାରତ ଦଳ |