ଆଜିଠୁ ଭାରତ -ଇଂଲଣ୍ଡ ପିଙ୍କ ବାଳ ଟେଷ୍ଟ ବିଶ୍ୱର ସବୁଠାରୁ ବଡ ସର୍ଦାର ପଟେଲ ଷ୍ଟାଡିୟମ ଖେଳାଯିବ |

145

କଟକ (ଉତ୍କଳ ନ୍ୟୁଜ) ୨୪-୦୨-୨୦୨୧ : ଆଜି ଭାରତ -ଇଂଲଣ୍ଡ ମଧ୍ୟରେ ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚ ଆରମ୍ଭ ହେବ | ଭାରତରେ ନିର୍ମିତ ହୋଇଥିବା ବିଶ୍ୱ ର ସବୁଠାରୁ ବଡ ଷ୍ଟାଡିୟମ ରେ ଏହି ମ୍ୟାଚ ଖେଳାଯିବ | ଗୁଜୁରାଟ ର ଅହମଦାବାଦ ରେ ନୂଆ ସର୍ଦାର ପଟେଲ ଷ୍ଟାଡିୟମ ରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇ ନାହିଁ | ତେଣୁ ଆଜି ଭାରତ -ଇଂଲଣ୍ଡ ପିଙ୍କ ବଲ ରେ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବେ |