ଆଇଏସଏଲ - ୭ ଓଡିଶା ୨-୨ କେରଳ ମ୍ୟାଚ ଡ୍ର

150

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଆଇଏସଏଲ - ୭ ରେ ଏକ ମ୍ୟାଚ ରେ ଓଡିଶା ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୨-୨ ଗୋଲ ରେ ଡ୍ର ହୋଇଛି | ମ୍ୟାଚ ଟି କଡା ସଂଘର୍ଷପୂର୍ଣ୍ଣ ହୋଇଥିଲା | ଖେଳ ର ଦ୍ୱିତୀୟାର୍ଦ୍ଧ ସମୟରେ କେରଳ ୨ ଟି ଗୋଲ ସ୍କୋର କରି ମ୍ୟାଚ ଡ୍ର ରଖିବା ରେ ସଫଳ ହୋଇଥିଲା |