ଆଇଏସଏଲ ଏକ ମ୍ୟାଚ ରେ ଚେନ୍ନାଇ କୁ ହରାଇଲା ଜାମସେଦପୁର

128

କଟକ (ଉତ୍କଳ ନ୍ୟୁଜ) ୧୨-୦୨-୨୦୨୧ : ଇଣ୍ଡିଆନ ସୁପର ଲିଗ ରେ ଖେଳାଯାଇଥିବା ଏକ ମ୍ୟାଚ ରେ ଜାମସେପୁର ଏଫସି ୧-୦ ଗୋଲ ରେ ଚେନ୍ନାଇନ ଏଫସି କୁ ପରାସ୍ତ କରିଛି | କଡା ସଂଘର୍ଷ ପୂର୍ଣ୍ଣ ଏହି ମ୍ୟାଚ ରେ ୯୦ ତମ ମିନିଟ ରେ ଡେଭିଡ ଗ୍ରାଣ୍ଡେ ଏକ ଚମତ୍କାର ଫିଲଡ ଗୋଲ ଦେଇ ଜାମସେଦପୁର କୁ ଜିତାଇ ଥିଲେ |