ମୁମ୍ବାଇ ଓ ହାଇଦ୍ରାବାଦ ମ୍ୟାଚ ଗୋଲଶୂନ୍ୟ

139

କଟକ (ଉତ୍କଳ ନ୍ୟୁଜ) ୧୮-୦୧-୨୦୨୧ ଚଳିତ ବର୍ଷ ଚାଲିଥିବା ଇଣ୍ଡିଆନ ସୁପର ଲିଗ ରେ ଏକ ମ୍ୟାଚ ରେ ମୁମ୍ବାଇ ସିଟି ଏଫସି ଓ ହାଇଦ୍ରାବାଦ ଏଫସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ ର ଫଳାଫଳ ଗୋଲଶୂନ୍ୟ ରହିଥିଲା | ସ୍ଥାନୀୟ ଜିଏମସି ଷ୍ଟାଡିୟମ ରେ ଅନୁଷ୍ଠିତ ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ ରେ କୌଣସି ଦଳ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇ ନ ଥିଲେ | ମ୍ୟାଚ ପରେ ଇଞ୍ଜୁରୀ ଟାଇମ ବାବଦ ରେ ଅତିରିକ୍ତ ୩ ମିନିଟ ଖେଳ ହୋଇଥିଲା | ମଞ୍ଚ ରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲରେ ପରିଣତ କରିପାରିନଥିଲେ |