ଆକର୍ଷଣୀୟ ବ୍ୟାଟିଂ କରି ମ୍ୟାଚ ଡ୍ର କଲା ଭାରତ

126

କଟକ (ଉତ୍କଳ ନ୍ୟୁଜ) ସ୍ମରଣୀୟ ବ୍ୟାଟିଂ କରି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଭାରତ ଦଳ | ୫ ଦିନ ର କଡା ସଂଘର୍ଷ ମଧ୍ୟରେ ଶେଷ ହୋଇଛି ତୃତୀୟ ଟେଷ୍ଟ ମ୍ୟାଚ | ଭାରତ ର ପ୍ରାୟ ଖେଳାଳି ଆହତ ସସମସ୍ୟ ଦେଇ ଗତି କରୁଥିଲେ | ଏହିଭଳି ସ୍ଥିତି ରେ ମଧ୍ୟ ଭାରତ ଦୃଢ ବ୍ୟାଟିଂ କରି ମ୍ୟାଚ କୁ ଡ୍ର ରଖିବା ରେ ସଫଳ ହୋଇଥିଲା | ୪୦୭ ର୍ନ ବିଶାଳ ଲକ୍ଷ କୁ ପିଛା କରି ଭାରତୀୟ ଦଳ ଦ୍ୱିତୀୟ ଇନିସ ରୀ ୫ ୱିକେଟ ହରାଇ ୩୩୪ ରନ କରିଥିଲା | ଭାରତୀୟ ବ୍ୟାଟ୍ସମ୍ୟାନ ହନୁମା ବିହାରୀ ଓ ରବି ଚନ୍ଦ୍ରନ ଅଶ୍ୱିନୀ ଦୃଢ ବ୍ୟାଟିଂ କରି ଭାରତକୁ ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ ରେ ସଫଳ କରାଇଥିଲେ |