ଓଡିଶା ଏଫସି ୪-୨ ଗୋଲ ରେ ବିଜୟୀ

170

କଟକ (ଉତ୍କଳ ନ୍ୟୁଜ) ଓଡିଶା ଏଫସି ଆଜି ପ୍ରଥମ ବିଜୟ ହାସଲ କରିଛି | କେରଳ ବ୍ଲାଷ୍ଟର ବିପକ୍ଷରେ ୪-୨ ଗୋଲ ରେ ବିଜୟୀ ହୋଇଛି | ଓଡିଶା ଦଳ ପକ୍ଷରୁ ଡିଏଗୋ ମାଉରିସିଓ ଡବଲ ଗୋଲ ସ୍କୋର କରି ଦଳ ବିଜୟ ର ମୁଖ୍ୟ ନାୟକ ସାଜିଥିଲେ | ଏହି ମ୍ୟାଚ ଟି ପ୍ରବଳ ସଂଘର୍ଷ ହୋଇଥିଲା | ହେଲେ ଓଡିଶା ଏଫସି ଖେଳ ଆରମ୍ଭ ରୁ ତାର ଆଧିପତ୍ୟ ଜାହିର କରିଥିଲା | ପ୍ରକାଶ ଥାଉକି, ଚଳିତ ସିଜିନ ରେ ୯ ଟି ମ୍ୟାଚ ଖେଳି ଓଡିଶା ୧ ବିଜୟୀ , ୨ ଟି ଡ୍ର ଓ ୬ ଟି ପରାଜୟ ସହ ୧୧ ତମ ସ୍ଥାନ ରେ ରହିଛି |