ଇଷ୍ଟ ବେଙ୍ଗଲ ଓ ଗୋଆ ଏଫସି ମ୍ୟାଚ ୧-୧ ଗୋଲ ରେ ଡ୍ର

128

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଚାଲିଥିବା ଆଇଏସଏଲ ଖେଳାଯାଇଥିବା ଏକ ମ୍ୟାଚ ରେ ଏସସି ଇଷ୍ଟ ବେଙ୍ଗଲ ଓ ଗୋଆ ଏଫସି ମ୍ୟାଚ ୧-୧ ଗୋଲ ରେ ଡ୍ର ରହିଲା | ମ୍ୟାଚ ଟି ଅତି ସଂଘର୍ଷପୂର୍ଣ୍ଣ ହୋଇଥିଲା | ଖେଳ ର ଦ୍ୱିତୀୟାର୍ଦ୍ଧ ଶେଷ ପର୍ଯ୍ୟାୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ | ମ୍ୟାଚ ଟି ଡ୍ର ରହିବ ସହ ପଏଣ୍ଟ ଭାଗ ହୋଇଥିଲା |