ଆଜି ହସ୍ପିଟାଲ ରୁ ଡିସ୍ଚାର୍ଜ ହେବେ ସୌରଭ ଗାଙ୍ଗୁଲି

172

କଟକ (ଉତ୍କଳ ନ୍ୟୁଜ) ଗତ ଶନିବାର ଦିନ ହୃଦଘାତ ରେ ପୀଡିତ ହୋଇ କୋଲକତାସ୍ଥିତ ଉଡ଼ଲାଣ୍ଡସ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି | ଆସନ୍ତା କଲି ସେ ଘରକୁ ଫେରିବେ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି | ସୂଚନା ଅନୁଯାୟୀ, ତାଙ୍କ ର ଅଞ୍ଜିଓପ୍ଲାସ୍ଟି କରାଯାଇ ହୃତପିଣ୍ଡ ରେ ୩ଟି ଅବରୋଧ କୁ ନିଷ୍କାସନ କରାଯାଇଥିଲା | ଏବେ ସୌରଭ ବିପଦ ମୁକ୍ତ ଅଛନ୍ତି |