ନ୍ୟୁଜିଲାଣ୍ଡ ତରଫରୁ କେନ ୱିଲିୟମସନ ଙ୍କ ଦ୍ରୁତ ୭୦୦୦ ହଜାର ଟେଷ୍ଟ ରନ

143

କଟକ (ଉତ୍କଳ ନ୍ୟୁଜ) ନ୍ୟୁଜିଲାଣ୍ଡ ର ବର୍ତ୍ତମାନ ଅଧିନାୟକ କେନ ୱିଲିୟମସନ ନ୍ୟୁଜିଲାଣ୍ଡ ର ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ୭୦୦୦ ହଜାର ରନ ପୂରଣ କରିଛନ୍ତି | ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ର ପ୍ରଥମ ଇନିସ ରେ ୨୩୮ ରନ କରି ସେ ଏହି ମାଇଲ୍ଖୁଣ୍ଟ ଅତିକ୍ରମ କରିଛନ୍ତି | ତାଙ୍କ ପୂର୍ବରୁ ଏହି ରେକର୍ଡ ରସ ଟେଲର ଙ୍କ ନାମ ରଥିଲା ରସ ୯୬ ତମ ଟେଷ୍ଟ ୭ହଜାର ରନ ପୂରଣ କରିଥିଲେ | ଅନ୍ୟପକ୍ଷରେ କେନ ୱିଲିୟମସନ ମାତ୍ର ୮୩ ମ୍ୟାଚ ରେ ଏହି ରନ ପୂରଣ କରିଛନ୍ତି |