ବକ୍ସିଂ ଡେ଼ ଟେଷ୍ଟ ମ୍ୟାଚ ରେ ୮ ୱିକେଟ ଜିତିଲା ଭାରତ

130

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ ରେ ଦ୍ୱିତୀୟ ଟେଷ୍ଟ ରେ ଭାରତ ଅଷ୍ଟ୍ରେଲିଆ କୁ ୮ ୱିକେଟ ରେ ପରାସ୍ତ କରିଛି | ଏହି ସହ ବର୍ଡ଼ର - ଗାଭାସ୍କର ଟ୍ରଫି ସିରିଜକୁ ପ୍ରତ୍ୟାବର୍ତନ କରିଛି ଭାରତ | ଅଷ୍ଟ୍ରେଲିଆ ର ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଏହି ମ୍ୟାଚ ଜିତି ଇତିହାସ ରଚିଛି ଭାରତ | ଅଧିନାୟକ ରାହାଣେ ଙ୍କ ସାତକ ବଳରେ ଓ ବୋଲର ଙ୍କ ର ଆକର୍ଷଣୀୟ ପ୍ରଦର୍ଶନ ବଳରେ ଏହି ବିଜୟ ସମ୍ଭ ହୋଇଛି | ପ୍ରକାଶ ଠୁଙ୍କି, ପ୍ରଥମ ଟେଷ୍ଟ ଦ୍ୱିତୀୟ ଇନିସ ରେ ଭାରତ ୩୬ ରନ ରେ ଅଲଆଉଟ ହୋଇଯାଇଥିଲା | ଯାହା ପହଲରେ ଏଉଡରେଲା ସହଜ ରେ ବିଜୟ ହୋଇଥିଲା | ତାହାର ଜବାବ ଭାରତ ୨ ଟେଷ୍ଟ ଜିତି ଦେଇଛି| ଦଳ ର ପ୍ରମୁଖ ବ୍ୟାଟ୍ସମ୍ୟାନ ବିରାଟ କୋହିଲି ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ସ୍ବଦେଶ ଫେଇଯାଇଥିଲେ | ତଥାପି ଭାରତ ଏହି ଟେଷ୍ଟ ମ୍ୟାଚ ଟି ସହଜ ରେ ବିଜୟ ହୋଇଛି |