ଚେନ୍ନାଇ ଏଫସି ୨-୧ ଗୋଲରେ ଏଫସି ଗୋଆ ଠାରୁ ବିଜୟୀ

114

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଚାଲୁଥିବା ଆଇଏସଏଲ ର ଶନିବାର ଅନୁଷ୍ଠିତ ଏକ ମ୍ୟାଚ ରେ ଚେନ୍ନାଇନ ଏଫସି ୨-୧ ଗୋଲରେ ଏଫସି ଗୋଆ କୁ ପରାସ୍ତ କରିଛି | ଏହି ବିଜୟୀ ପଏଣ୍ଟ ତାଲିକା ରେ ଚେନ୍ନାଇନ ଏଫସି ଅଷ୍ଟମ ସ୍ଥାନରେ ଅଛି | ପରାଜୟ ପାଇଁ ଗୋଆ ସପ୍ତମ ସ୍ଥାନ ରେ ଅଛି | ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ ରେ ଚେନ୍ନାଇନ ତରଫରୁ ରଫାଏଲ ପ୍ରଥମ ଗୋଲ ସ୍କୋର କରିଥିଲେ | ଏହା ହେଉଛି ଚେନ୍ନାଇନ ର ଦ୍ୱିତୀୟ ବିଜୟ |