ଓଡିଶା ଏଫସି ୧-୨ ଗୋଲରେ ପରାଜିତ

151

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଚାଲିଥିବା ଆଇସିଏଲ -୭ ର ଏକ ମ୍ୟାଚ ରେ ଓଡିଶା ଏଫସି ୧-୨ ଗୋଲରେ ବାଙ୍ଗାଲୁରୁ ଏଫସି ଠାରୁ ପରାଜିତ ହୋଇଛି | ଚଳିତ ସିଜିନ ରେ ଓଡିଶା ଏଫସି ର ଏହା ୫ ପରାଜୟ | ଦଳ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ମଧ୍ୟ ଜିତି ପାରିନି | ଖେଳ ର ପ୍ରଥମ ଭାଗ ରେ ଉଭୟ ଦଳ ଆକର୍ଷଣୀୟ ଖେଳ ଖେଳିଥିଲେ | ୩୮ ତମ ମିନିଟ ରେ ବାଙ୍ଗାଲୁରୁ ଦଳ ର ସୁନୀଲ ଛେତ୍ରୀ ପ୍ରଥମ ଗୋଲ ସ୍କୋର କରିଥିଲେ |