ବାଙ୍ଗାଲୁରୁ ଏଫସି ୪-୨ ଗୋଲ ରେ ବିଜୟୀ

137

କଟକ (ଉତ୍କଳ ନ୍ୟୁଜ) ଚଳିତ ଇଣ୍ଡିଆନ ସୁପର ଲିଗ ରେ ଏକ ମ୍ୟାଚ ରେ ବାଙ୍ଗାଲୁର ଏଫସି ୪-୨ ଗୋଲ ରେ କେରଳ ବ୍ଲାଷ୍ଟର୍ସ କୁ ପରାସ୍ତ କରିଛି | ମ୍ୟାଚ ଆରମ୍ଭ ରୁ ବାଙ୍ଗାଲୁରୁ ଟିମ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ | କେରଳ ବ୍ଲାଷ୍ଟର୍ସ ୧୭ ତମ ମିନିଟ ରେ ପ୍ରଥମ ଗୋଲ ସ୍କୋର କରିଥିଲା , ଦଳ ପକ୍ଷେ ରୁ ରାହୁଲ କେପି ଏହି ଗୋଲ ଟି ସ୍କୋର କରିଥିଲେ | ହେଲେ ମ୍ୟାଚ ରେ ଦ୍ୱିତୀୟାର୍ଦ୍ଧ ରେ ବାଙ୍ଗାଲୁରୁ ଆକର୍ଷଣୀୟ ପ୍ରଦର୍ଶନ କରି ୨ ଟି ଗୋଲ ସ୍କୋର କରିଥିଲା | ଦଳ ପକ୍ଷରୁ କ୍ଲିଟନ, ପର୍ତ୍ତୁଲା, ଡିମସ ଓ ଶେଷରେ ସୁନୀଲ ଛେତ୍ରୀ ଙ୍କ ଏକ ଗୋଲ ସ୍କୋର କରିଥିଲେ | ଏହି ବିଜୟ ସହ ବାଙ୍ଗାଲୁରୁ ପଏଣ୍ଟ ଟେବୁଲ ରେ ଚତୁର୍ଥ ସ୍ଥାନ କୁ ଉନ୍ନତ ହୋଇଛି |