ଓଡିଶା ଏଫସି ୧-୦ ଗାଲରେ ହାଇଦ୍ରାବାଦ ଏଫସି ଠାରୁ ହାରିଲା

142

କଟକ (ଉତ୍କଳ ନ୍ୟୁଜ) ଚଳିତ ଇଂଡିଆନ୍ସ ସୁପର ଲିଗ ଫୁଟବଲ ଟୁର୍ନାମେଣ୍ଟ ରେ ହାଇଦ୍ରାବାଦ ଏଫସି ଚମତ୍କାର ପ୍ରଦର୍ଶନ କରି ପ୍ରଥମ ମ୍ୟାଚ ରେ ଓଡିଶା ଏଫସି କୁ ୧-୦ ଗାଲରେ ପରାଜିତ କରିଛି | ମ୍ୟାଚ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ରୋମାଞ୍ଚକର ରହିଥିଲେ | ଓଡିଶା ଏଫସି ମ୍ୟାଚ କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଜୋରଦାର ପ୍ରୟାସ କରିଥିଲେ | ହେଲେ ହାଇଦ୍ରାବାଦ ଏଫସି ର ଦୃଢ ରକ୍ଷଣ ଭାଗ ଅତିକ୍ରମ କରିପାରେ ନଥିଲା | ହାଇଦ୍ରାବାଦ ପକ୍ଷରୁ ସାଣ୍ଟାନା ୧ ଗୋଲ ସ୍କୋର କରିଥିଲେ |