ଟି- ଟ୍ୱେଣ୍ଟି ବିଶ୍ୱକପ ପାଇଁ ବିସିସିଆଇ ପ୍ରସ୍ତୁତ

136

କଟକ (ଉତ୍କଳ ନ୍ୟୁଜ) କରୋନା ମହାମାରୀ ପାଇଁ ଚଳିତ ବର୍ଷ ଟି- ଟ୍ୱେଣ୍ଟି ବିଶ୍ୱକପ ଅଷ୍ଟ୍ରେଲିଆ ଆୟୋଜିତ ହେବାର ଥିଲା କିନ୍ତୁ ତାହା ହୋଇପାରିଲାନାହିଁ | ବିଶ୍ୱକପ ର ୨୦୧୧ ସଂସ୍କରଣ ଭାରତ ହେବାର ଥିଲା ଯାହା ହେବ | ଏବଂ ୨୦୧୨ ସଂସ୍କରଣ ଅଷ୍ଟ୍ରେଲିଆ ଆୟୋଜନ ହେବ | ବୋଲି ଆଇସିସି ଘୋସସନା କରିଛି | ୨୦୧୧ ଟି- ଟ୍ୱେଣ୍ଟି ବିଶ୍ୱକପ ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବର ଭାରତ ରେ ଆୟୋଜିତ ହେବ | ଆଜି ଦୁବାଇ ରେ ଆଇସିସି ର ମୁଖ୍ୟକାର୍ଯ୍ୟକଳା ରେ ଟ୍ରଫି ପ୍ରଦର୍ଶନ ସହ ବିଶ୍ୱକପ କିପରି ହେବ ସେହି ଉପରେ କଥାବାର୍ତା ମଧ୍ୟ ହୋଇଥିଲା | ଏହି ସଂସ୍କରଣ ଘରୋଇ ଭେନ୍ୟୁ ରେ କିପରି ସଫଳତାର ସହ ଆୟୋଜନ କରିବା ନେଇ ବେଶ ଆଶାବାଦୀ ଅଛନ୍ତି ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ସାହା |