ଆଜି ମୁମ୍ବାଇ-ଦିଲ୍ଲୀ ଫାଇନାଲ

138

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଆଇପିଏଲ ର ୧୩ ତମ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି | ଡେ଼ଫେଣ୍ଡିଙ୍ଗ ଚମ୍ପିୟାନ ମୁମ୍ବାଇ ଇଣ୍ଡିଅନ୍ସ ସହିତ ଏହିଥର ଫାଇନାଲ ଖେଳିବା ଦିଲ୍ଲୀ କ୍ୟାପିଟାଲସ | ମଙ୍ଗଳବାର ଏହି ମ୍ୟାଚ ଖେଳାଯିବ | ଦୁଇ ଦଳ ଆକର୍ଷଣୟ ପ୍ରଦର୍ଶନ କରି ଫାଇନାଲ ମୁକାବିଲା ପାଇଁ ଉନ୍ନତ ହୋଇଛନ୍ତି | ଏଥର ସମସ୍ତ ଙ୍କ ନଜର ଦିଲ୍ଲୀ ପ୍ୟାପିତ୍ତଳସ ଉପରେ ର୍ହିହି କାରଣ ଦିଲ୍ଲୀ ପ୍ରଥମ ଥର ପାଇଁ ଆଇପିଏଲ ର ଫାଇନାଲ ରେ ପ୍ରବେଶ କରିଛି | ଏହା ତାହାପାଇଁ ସୁବର୍ନ ସୁଯୋଗ ରହିଛି ପ୍ରଥମ ଟାଇଟଲ ନେବା ପାଇଁ |