ଆରସିବି ର ଅଭିଯାନ ଶେଷ , ୬ ୱିକେଟ ରେ ଜିତିଲା ହାଇଦ୍ରାବାଦ

150

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଆଇପିଏଲ ରେ ହଗାଇଦ୍ରାବାଦ ଚମତ୍କାର ପ୍ରଦର୍ଶନ ଜାରି ରଖିଛି | ହାଇଦ୍ରାବାଦ ଆରସିବି କୁ ହରାଇ ଦ୍ୱିତୀୟ କ୍ୱାଲିଫାୟାର ରେ ପହଂଚିଛି | ପ୍ରଥମ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୭ ୱିକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲା | ଏହାର ଜବାବ ରେ ହାଇଦ୍ରାବାଦ ୧୯.୪ ଓଭରରେ ୪ ୱିକେଟ ବିନିମୟ ରେ ଲକ୍ଷ କୁ ହାସଲ କରିଥିଲା | ଚମତ୍କାର ପ୍ରଦର୍ଶନ ପାଇଁ ୱିଲମସନ ପ୍ଲେୟାର ଅଫ ଦି ମ୍ୟାଚ ବେବେଚିତ ହୋଇଥିଲେ |