ମହାନ କ୍ରିକେଟର କପିଳ ଦେବ ଙ୍କୁ ହୃଦଘାତ

113

କଟକ (ଉତ୍କଳ ନ୍ୟୁଜ) ଭରତୀୟ କ୍ରିକେଟ ର କିମ୍ୱଦନ୍ତୀ ଅଲରାଉଣ୍ଡର ତଥା ୧୯୮୩ ଚମ୍ପିୟାନ ଦଳ ର ଅଧିନାୟକ କପିଳ ଦେବ ହୃଦଘାତ ରେ ଶିକାର ହୋଇଛନ୍ତି | ନୂଆଦିଲ୍ଲୀ ର ଏକ ହସ୍ପିଟାଲ ରେ ଟଙ୍କା ଚିକିତ୍ସା ଚାଲିଛି | ଏବେ ତାଙ୍କର ସ୍ୱାସ୍ଥ୍ୟଵସ୍ଥା ସ୍ଥିର ଥିବା ଜଣାପଡିଛି | ଏକ ଡାକ୍ତରୀ ଦଳ ର ରକ୍ଷଣବକ୍ଷଣ ମଧ୍ୟରେ ସେ ଆଇସିୟୁ ରେ ରହିଛନ୍ତି | ସେ ଦୁଇ ତିନି ଦିନ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଜଣାପଡିଛି |