୧୦ ୱିକେଟ ରେ ମ୍ୟାଚ ଜିତିଲା ମୁମ୍ବାଇ ଇଣ୍ଡିଅନ୍ସ

136

କଟକ (ଉତ୍କଳ ନ୍ୟୁଜ) ଚଳିତ ଆଇପିଏଲ ଏକ ଗୁରୁତ୍ୱପୂର୍ଣ ମ୍ୟାଚରେ ମୁମ୍ବାଇ ଇଣ୍ଡିଅନ୍ସ ୧୦ ୱିକେଟ ରେ ଚେନ୍ନାଇ କୁ ହରାଇଛି | ଏହି ମ୍ୟାଚ ରେ ପ୍ରଥମ ବ୍ୟାଟିଂ କରି ସୁପର କିଙ୍ଗସ ୯ ୱିକେଟ ହରାଇ ୧୧୪ ରନ ସଂଗ୍ରହ କରିଥିଲା | ଏହାର ଜବାବ ରେ ମୁମ୍ବାଇ ଇଣ୍ଡିଅନ୍ସ ୧୨.୨ ଓଭର ରେ କୌଣସି ୱିକେଟ ନହାରୈ ବିଜୟ ହାସଲ କରିଥିଲା | ପୂର୍ବ ପରାଜୟ ର ପ୍ରତିଶୋଧ ନେବା ସହ ମୁମ୍ବାଇ ଇଣ୍ଡିଅନ୍ସ ପଏଣ୍ଟ ତାଲିକରେ ଶୀର୍ଷକୁ ଉନ୍ନୀତ ହୋଇଛି | ଘାତକ ବୋଲିଂ ପାଇଁ ଟ୍ରେଣ୍ଟ ବୋଲ୍ଟ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ |