ଚେନ୍ନାଇ କୁ ୧୦ ରନ ରେ ହରାଇଲା କୋଲକାତା

125

କଟକ (ଉତ୍କଳ ନ୍ୟୁଜ) ଦୁବାଇ ରେ ଚାଲିଥିବା ଆଇପିଏଲ ମ୍ୟାଚରେ କୋଲକାତା ୧୦ ରନ ରେ ବିଜୟୀ ହୋଇଛି | କୋଲକାତା ପ୍ରଥମ ବ୍ୟାଟିଂ କରି ୧୬୮ ରନ କରିଥିଲା | ରାହୁଲ ତ୍ରିପାଠୀ ଙ୍କ ଅର୍ଦ୍ଧଶତକ ବଳରେ କୋଲକାତା ଏହି ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା | ଜବାବରେ ଚେନ୍ନାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟରେ ସମ୍ମୁଖୀନ ହୋଇଥିଲା | ରନ କରିଥିବା ବେଳେ anyପକ୍ଷରୁ ସେନ ୱାଟସନ ୫୦ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ସ୍କୋର କରିପାରିନଥିଲେ | ଫଳରେ କୋଲକାତା ଏହି ମ୍ୟାଚ କୁ ୧୦ ରନ ରେ ଜିତିନେଇଥିଲେ |