ଚେନ୍ନାଇ ସୁପର କିଙ୍ଗସ ଦ୍ୱିତୀୟ ପରାଜୟ

121

କଟକ (ଉତ୍କଳ ନ୍ୟୁଜ) ଯୁବ ତାରକା ଖଚିତ ଦିଲ୍ଲୀ କ୍ୟାପିଟାଲସ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ୪୪ ରନରେ ବିଜୟୀ ହୋଇଛି | ଯୁବ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ ପୃଥ୍ଵୀ ଶ ଙ୍କ ଦ୍ରୁତ ଅର୍ଦ୍ଧଶତକ ସାଙ୍ଗକୁ ଶିଖର ଧାୱନ ଇ ରିଷଭ ପନ୍ତଙ୍କ ବ୍ୟାଟିଂ ଆଜି ବେଶ ଆକର୍ଷଣୀୟ ରହିଥିଲା | ପ୍ରଥମ ବ୍ୟାଟିଂ କରି ଦିଲ୍ଲୀ ୩ ଉଇକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲା | ଜବାବରେ ଚେନ୍ନାଇ ର ଦୁର୍ବଳ ବ୍ୟାଟିଂ କରି ୭ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିଥିଲା | ଦିଲ୍ଲୀ ଦଳ ପକ୍ଷରୁ ରାବଡା ୩ ଟି ଓ ନରଜ ୨ଟି ଲେଖାଏଁ ଉଇକେଟ ନେଇଥିଲେ |