୬ ଆଇଏସଏଲର ଫୁଟବଲ ଖେଳାଳି ଙ୍କୁ କରୋନା

135

କଟକ (ଉତ୍କଳ ନ୍ୟୁଜ)ଇଣ୍ଡିଆନ ସୁପର ଲିଗ ର ସପ୍ତମ ସଂସ୍କରଣ ଆରମ୍ଭ ହେଵା ନେଇ ପ୍ରସ୍ତୁତି ଚାଲିଛି | ଖେଳାଳିମାନେ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର କୋବିଦ ପରୀକ୍ଷା କରାଯାଉଛି | ଏତିକିବେଳେ ଏଟିକେ ମୋହନ ବାଗନ, ଏଫସି ଗୋଆ, ଓ ହାଇଦ୍ରାବାଦ ଏଫସି ର ୬ ଜଣ ଖେଳାଳିଙ୍କ ପରୀକୟ ରିପୋର୍ଟ ପଜିଟିଭ ଆସିଛି | ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ଥିବା ବେଳେ ଅନ୍ୟ ଚାରି ଜଣ ସଙ୍ଗରୋଧ ଅଛନ୍ତି | ସୂଚନା ଥାଉକି, ଏଥର ଆଇଏସଏଲ ଗୋଆ ରେ ଖେଳାଯିବ | ଗୋଆ ସରକାର ଙ୍କ ନିୟମ ଅନୁସାରେ ଯେଉଁ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିବ ତାଙ୍କୁ ୧୪ ଦିନ ସଙ୍ଗରୋଧ ରେ ରହିବେ |