ଆଜିଠୁ ଆରମ୍ଭ ହେଲା ଆଇପିଏଲ-୧୩ ସଂସ୍କରଣ, ପ୍ରଥମ ମ୍ୟାଚ ମୁମ୍ବାଇ-ଚେନ୍ନାଇ ମଧ୍ୟରେ

134

କଟକ (ଉତ୍କଳ ନ୍ୟୁଜ) ଦୀର୍ଘ ୫ ମାସ ପରେ ଦୁବାଇ ରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) | କରୋନା ମହାମାରୀ ଯୋଗୁ ଆଇପିଏଲ ଖେଳକୁ ସ୍ଥଗିତ ରଖାଯାଇଥିଲା | ଦୁବାଇର ସାରଜା ଓ ଆବୁଧାବି ଏହି ୩ଟି ଭେନ୍ୟୁରେ ଖେଳାଯିବ ସଂପୂର୍ଣ୍ଣ ସଂସ୍କରଣ |ଆସନ୍ତାକାଲି ଉଦଘଟିନ ମୁକାବିଲା ଡ଼ିଫେଣ୍ଡିଙ୍ଗ ଚମ୍ପିୟାନ ମୁମ୍ବଇ ଇଣ୍ଡିଅନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଆବୁ ଧାବିର ଶେଖ ଜାୟଦ ଷ୍ଟାଡିୟମ ରେ ଖେଳାଯିବ | ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ୭ଟା.୩୦ ମିନିଟ୍ରୁ ଆରମ୍ଭ ହେବ |