ସିଏସକେ ଦଳରେ ୧୦ କରୋନା ପଜିଟିଭ ଚିହ୍ନଟ

140

କଟକ (ଉତ୍କଳ ନିଉଜ଼) ଆଇପିଏଲ -୧୩ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଦଳରେ କରୋନା ଆତଙ୍କ ସୃଷ୍ଟି ହୋଇଛି | ୟୁଏଇ ରେ ଥିବା ସିଏସକେ ଦଳ ର ୧୦ ଜଣ ସଦସ୍ୟ କରୋନା ପଜିଟିଭ ଥିବା ଜଣ ପଡିଛି | ସେଥିମଧ୍ୟରେ ଜଣେ ଭାରତୀୟ ବୋଲର ମଧ୍ୟ ସାମିଲ ରହିଛନ୍ତି | ତେବେ ସିଏସକେ ପକ୍ଷରୁ କରୋନା ସଂକ୍ରମିତ ସଦସ୍ୟ ଙ୍କ ନାମ ଗୋପନ ରଖାଯାଇଛି | ଆତଙ୍କ ପରେ ଦଳର ସଙ୍ଗରୋଧ ଅବଧି କୁ ଆଉ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି |