ଅଭ୍ୟାସ ଆରମ୍ଭ କଲା ଆରସିବି ଦଳ

101

କଟକ (ଉତ୍କଳ ନିଉଜ଼) ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ର ୬ଦିନିଆ ସଙ୍ଗରୋଧ ନିୟମ ଶେଷ ହୋଇସାରିଛି | ଦଳ ଦୁବାଇରେ ଶୁକ୍ରବାର ଅଭ୍ୟାସ କରିଛି | ଅଧିନାୟକ ବିରାଟ କୋହିଲି, ମୁଖ୍ୟ କୋଚ ସାଇମନ କାଟିଚ ଓ କ୍ରିକେଟ ନିର୍ଦେଶକ ମାଇକ ହେସନ ଙ୍କ ଅଧୀନରେ ଦଳୀୟ ଖେଳାଳି ଅଭ୍ୟାସ କରିଥିଲେ |