କୋହିଲି ପୁଣି ଶୀର୍ଷ ସ୍ଥାନ ବଜାୟ ରଖିଲେ

130

କଟକ (ଉତ୍କଳ ନିଉଜ଼) ଇଂଲଣ୍ଡ- ଆୟର୍ଲାଣ୍ଡ ଦିନିକିଆ ସିରିଜ଼ ସହ ଆଇସିସି ମାନ୍ୟତା ତାଲିକା ପ୍ରକାଶ ପାଇଛି | ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହିଲି ପୂର୍ବପରି ବ୍ୟାଟିଂ ମାନ୍ୟତା ରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି | ୮୭୧ ରେଟିଂ ପଏଣ୍ଟ ସହ କୋହିଲି ପ୍ରଥମ ସ୍ଥାନ ରେ ରହିଥିବାବେଳେ ୮୫୫ ପଏଣ୍ଟ ସହ ରୋହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି |