ସେପ୍ଟେମ୍ବର ୧୯ ରୁ ଆଇପିଏଲ

152

କଟକ (ଉତ୍କଳ ନିଉଜ୍) ହାଇ ପ୍ରୋଫାଇଲ| ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ର ୧୩ତମ ସଂସ୍କରଣ ଆୟୋଜନ ହେବା ସ୍ପଷ୍ଟ। ହୋଇଛି। ୟୁନାଇଟେଡ ଆରବ ଏମିରାଟ୍| (ୟୁଏଇ) ରେ ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍ ଆରମ୍ଭ ହୋଇ ନଭେମ୍ବର ୮ତାରିଖରେ ଶେଷ ହେବ। ଏ ନେଇ ଆଇପିଏଲ ର ଚେୟାରମ୍ୟାନ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି। ତେବେ| ଆଇପିଏଲ ଗଭର୍ଣ୍ଣି କାଉନସିଲ ଆସନ୍ତା ସପ୍ତାହରେ ବୈଠକ ବସି ଆଇପିଏଲ୍।ସମ୍ପର୍କ ରେ ଅନ୍ତି ମ ନିଷ୍ପତ୍ତି ନେବ।| ଆଇପିଏଲ କାର୍ଯ୍ୟସୂଚୀ ସ୍ଥିର କରାଯିବ ଉପରେ ମଧ୍ୟ ନିଷ୍ପତି ନିଆଯିବ। ଏ ସଂକ୍ରାନ୍ତରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ସବୁ ପ୍ରାଞ୍ଚାଇଜଗୁଡିକୁ ଅନୌପଚାରିକ ଭାବେ ଅବଗତ କରାଇଛି।