ହିତାଧିକାରୀଙ୍କ ବାରମ୍ବାର ଇେ-କୱାଇସି ବିଫଳ ନେଇ ଖାଉଟି ଓ ରେିଟଲରଙ୍କ ମଧ୍ୟେର ବଢୁଛି ତିକ୍ତତା |

180

କଟକ (ଉତ୍କଳ ନ୍ୟୁଜ ) ୨୮-୧୨-୨୦୨୪ : ହିତାଧିକାରୀଙ୍କ ବାରମ୍ବାର ଇେ-କୱାଇସି ବିଫଳ ନେଇ ଖାଉଟି ଓ ରେିଟଲରଙ୍କ ମଧ୍ୟେର ବଢୁଛି ତିକ୍ତତା । ଯାହାକୁ ନେଇ ମହାସଂଘ ପକ୍ଷରୁ ତିବ୍ର ଅସେନ୍ତାଷ ପ୍ରକାଶ ପାଇବା ସହିତ ସରକାରଙ୍କ ଦୃଷ୍ଟି ଆକଷର୍ଣ କରିବାକୁ ବାଧ୍ୟ ହୋଇଥିବା ସୂଚନା ମିଳିିଛି । ସୂଚନା ମୁତାବକ, ସାଧାରଣ ବଣ୍ଟନ ବ୍ୟବସ୍ଥୋର ସ୍ୱଛତା ଆଣିବା ପାଇଁ ସରକାର ଚଳିତ ବର୍ଷ ଅଗଷ୍ଟ ୨୩ ଠାରୁ ରାଜ୍ୟେର ଇେ-କୱାଇସି ବ୍ୟବସ୍ତା ଲାଗୁ କରାଯାଇଛି । ରେିଟଲର ମୋନ ମଧ୍ୟ ପ୍ରତି ଖାଉଟି କାଡର୍ରେ ଥିବା ସମସ୍ତ ସଦସ୍ୟଙ୍କ ଇ- କେୱାଇସି ଦିନରାତି ଏକକରି କାର୍ଯ୍ୟ କେଲ । ବିନା ପାରିଶ୍ରମିକେର ରେିଟଲର ମୋନ ଏହି କାର୍ଯ୍ୟ ସୁଚାରୁ ରେୁପ ତୁଲାଇ ଆସୁଛନ୍ତି । ପ୍ରବାସୀମୋନ ଗାଁକୁ ଆସି ନିଜ ନିଜର ରେିଟଲରଙ୍କ ପାଖରୁ ଇେ-କୱାଇସି କରାେଇଲ କାଡର୍ରୁ ନାମ କଟିଯିବା ଭୟେର । ଅବଧି ସରିଆସୁଥିବା ନେଇ ସରକାର ଗଣମାଧ୍ୟମ ଜରିଅୋର ସେଚତନ କରାେଇଲ । ଯୋଗାଣ ବିଭାଗ ମଧ୍ୟ୍ୟ ଏଥେôନଇ ବେଶ ତତ୍ପର ଅଛି । ଅନୁରୂପ ଭୋବ ତିହିଡି ବ୍ଲକର ରେିଟଲର ମୋନ ମଧ୍ୟ୍ୟ ଅଦ୍ୟାବଧି ଏହି କାର୍ଯ୍ୟ ଚାଲୁ ରଖିଛନ୍ତି । େହେଲ ଜେଣ ଖାଉଟିଙ୍କର ବାରମ୍ବାର ଇେ-କୱାଇସି କରି ନୋକଦମ େହେଲଣି । ପ୍ରଥମ ପର୍ଯ୍ୟାୟେର ରେିଟଲର ମୋନ କରିଥିବା ଇ- କେୱାଇସି ମଧ୍ୟ୍ୟରୁ କିଛି ହିତାଧିକାରୀଙ୍କ ନାମ ପୁନର୍ବାର ଇ- କେୱାଇସି କରିବା ନେଇ ବିଭାଗ ପକ୍ଷରୁ ସମସ୍ତ ରେିଟଲଙ୍କୁ ଏକ ତାଲିକା ପ୍ରଦାନ କରାଗଲା । ଯେଉଁ ତାଲିକୋର ଇ େ-କୱାଇସି ଅୋଦø କରିନଥିବା ବ୍ୟକ୍ତି ମୃତ ବ୍ୟକ୍ତି ଏବଂ ଇେ-କୱାଇସି ପିଓଏସ ମେସିନେର ସଫଳ ହୋଇଛି ବୋଲି ଦେଖାଇଥିବା ହିତାଧିକାରୀଙ୍କ ନାମ େଉଲ୍ଲଖ ରହିଛି । ଇେ-କୱାଇସି କରିଥିବା ହିତାଧିକାରୀ ମାନଙ୍କୁ ପୂନର୍ବାର ଡକାଇ ରେିଟଲରମୋନ କେୱାଇସ କରାେଇଲ । େହେଲ ଚିନ୍ତାର ବିଷୟ ୨ ଥର କେୱାଇସି କରିଥିବା ହିତାଧିକାରୀଙ୍କ ନାମ ପୂନର୍ବାର ୨ ଦିନ ତେଳ ବିଭାଗ ପକ୍ଷରୁ ମିଳିଥିବା ତାଲିକୋର ସେମାନଙ୍କ ନାମ ରଅଛି । କେୱାଇସି ସାରି କିଏ ରାଜ୍ୟ ବାହୋରତ କିଏ ଜିଲ୍ଲା ବାହୋର କର୍ମ ସଂସ୍ଥାନ କୁ ଚାଲିଗେଲଣି ତାଲିକା ଦେଖି ରେିଟଲର ମୋନ ସେମାଙ୍କୁ ସୂଚନା ଦେବାରୁ ସେମୋନ “ଅୋମ େକେତ ଥର କେୱାଇସି କରିବୁ” ବୋଲି କହିବା ସହ ଯଦି ଆମ୍ଭ ନାମ କାଡର୍ରୁ କଟିଯାଏ ସେଥିପାଇଁ ରେିଟଲରମୋନ ଦାୟୀ ରହିବ ବୋଲି ଚରମବାଣୀ ଶେୁଣେଇଲଣି । ଏସବୁ ପ୍ରମୁଖ ସମସ୍ୟା ନେଇ ତିହିଡି ବ୍ଲକ ରେିଟଲର ସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଓ ସାଙ୍ଗଠନିକ ବୈଠକ ସଭାପତି ରବିନ୍ଦ୍ର ମହାକୁଳଙ୍କ ସଭାପତିତ୍ୱ ଓ ସମ୍ପାଦକ କୈଳାସ େବେହରାଙ୍କ ସଂଚାଳନେର ଅନୁଷ୍ଠିତ ହୋଇଯାଇଛି । ବ୍ଲକର ବିଭିନ୍ନ ପଂଚାୟତରୁ ଯୋଗେଦଇ ଥିବା ରେିଟଲରମୋନ ସରକାର ଓ ଯୋଗାଣ ବିଭାଗ ତୁରନ୍ତ ଏସବୁ ସମସ୍ୟାର ପଦେକ୍ଷପ ନିଅନ୍ତୁ ବୋଲି ଦାବୀ କରିବା ସହ କେୱାଇସି ପାଇଁ ଆମକୁ ପାରିଶ୍ରମିକ ଦିଅନ୍ତୁ । ଜେଣ ଖାଉଟିର ୩ ଥର କେୱାଇସି କରାଯାଉ ଥେôଲେହଁ ତାହା ସଫଳ ହେଉନି । ଏହା ବୈଷୟିକ ତୃଟି ପାଇଁ ହେଉଛି ବୋଲି କୁହାଯାଉଛି । ବୈଷୟିକ ତୃଟିକୁ ସୁଧରାଯାଇ ବିଫଳ ହୋଇଥିବା ହିତାଧିକାରୀଙ୍କ କେୱାଇସି ସଫଳ କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଥିଲାେ ।ନେହେଲ ଖାଉଟି ଓ ରେିଟଲରଙ୍କ ମଧ୍ୟ୍ୟେର ତିକ୍ତତା ସୃଷ୍ଟି ହେବ ମତ ପ୍ରକାଶ କରିଥେôଲ । ସଂଘ ପକ୍ଷରୁ ରେିଟଲର ସହ-ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଓଝା, ଉପସଭାପତି ଲକ୍ଷ୍ମୀକାନ୍ତ ନାୟକ, ଚକ୍ରଧର ଲେଙ୍କା, ଶରତ ଚନ୍ଦ୍ର କବି, ଜେିତନ୍ଦ୍ର େବେହରା, ସୁଦାମ ଦାସ, ବ୍ରହ୍ମାନନ୍ଦ ମହାପାତ୍ର,ଗୟାଧର ବାରିକ, ସୁବାସ ଦାସ, ନକୁଳ ରାଉତ, ବାବୁଲି ଭଞ୍ଜ, ସୁବ୍ରତ ନାୟକ, ଶଶିକାନ୍ତ ରାଉତ, ସଞ୍ଜୟ ମଲ୍ଲିକ, ବାଇଧର ପରିଡା, ଅଜୟ କୁମାର ବ୍ରହ୍ମ, ବାପୁଜୀ ରାଉତ, ବିଦ୍ୟାଧର ପଣ୍ଡା, ସୀତାକାନ୍ତ ନାୟକ, ପଞ୍ଚାନନ ମିଶ୍ର, କୈଳାସ ଯେନା, ଭାଗିରଥି ବେହେରା , ମାକର୍ଣ୍ଡ ମଲ୍ଲିକ, ବିଶ୍ୱନାଥ ପୃଷ୍ଟି, ସତ୍ୟାନନ୍ଦ ଧଳ, ନାରାୟଣ ନାୟକ, ମେନାରଞ୍ଜନ ବେହେରା ଓ ଭାସ୍କର ପରିଡା, ପ୍ରମୁଖ ଉପସ୍ଥିତ ଥେôଲ ବାସ୍ତବ ପଣ୍ଡା ଧନ୍ୟବାଦ ଅପର୍ଣ କରିଥେôଲ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |