କଟକ (ଉତ୍କଳ ନ୍ୟୁଜ ) ଏଥର ରାବଣପୋଡିରେ ହେବନି ବାଣ ପ୍ରତିଯୋଗିତା | ସୁରୁଖୁରୁରେ ରାବଣପୋଡି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱ କେବଳ ରଙ୍ଗୀନ ବାଣ ବ୍ୟବହାର ନେଇ ଆଡଭୋକେଟ୍ କମିଟିର ପ୍ରସ୍ତାବ | ୧୦ ସୁଦ୍ଧା ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ ସିଏମ୍ସି ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦେଶ | ଏଥିସହିତ ଟ୍ରାଫିକ୍ ପରିଚାଳନା ପାଇ ଡିସିପିଙ୍କୁ ମଧ୍ୟ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।